ରେଭ୍ ପାର୍ଟି ମାମଲାରେ ଓଡ଼ିଶାର ଜଣେ ଗିରଫ

ମୁମ୍ବାଇ: ସମୁଦ୍ର ମଝିରେ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଏହି ମାମଲାରେ ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗିରଫ ବ୍ୟକ୍ତି ଜଣଙ୍କର ଘର ଓଡ଼ିଶାରେ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ଜଣେ ଗିରଫ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ମିଶାଇ ରେଭ୍ ପାର୍ଟି ମାମଲାରେ ଏଯାବତ୍ ୧୧ ଜଣ ଗିରଫ ହେଲେଣି । ଘଟଣାରେ ସୁପରଷ୍ଟାର୍ ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.