୬ ମାଓବାଦୀ ନିହତ

ପୋଲିସ୍- ମାଓବାଦୀ ଗୁଳି ବିନିମୟ । ୬ ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଗଡର ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ । ପୋଲିସ୍ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି । CRPF ଏବଂ DRG ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି । ଅଧିକ ମୃତାହତ ନେଇ ପୋଲିସର ସର୍ଚ୍ଚ ଅପରେସନ ଜାରି ରହି ଛି। ଏନେଇ ସୂଚନା ଦେଇଛନ୍ତି ବିଜାପୁର SP ଜିତେନ୍ଦ୍ର କୁମାର ଯାଦବ ।

Leave A Reply

Your email address will not be published.