ବାଲିବନ୍ଧ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ

ଭୁବନେଶ୍ୱର:(ଏସ. ନ୍ୟୁଜ୍‌): ଜିଲ୍ଲାରେ ହାତୀ ଉପଦ୍ରବ । ବାଲିବନ୍ଧ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ କରିଥିବା ଅଭିଯୋଗ ହୋଇଛି । ପ୍ରାୟ ଷାଠିଏରୁ ଊର୍ଦ୍ଧ୍ବ ହାତୀ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ନିଜ ପ୍ରଚେଷ୍ଟାରେ ହାତୀକୁ ଘଉଡାଇଲେ ସ୍ଥାନୀୟ ଲୋକେ । ଉକ୍ତ ହାତୀ ପଲଙ୍କୁ ଜଙ୍ଗଲ ମଧ୍ୟକୁ ଯିବା ପାଇଁ ବାଜା ବାଣର ସାହାଯ୍ୟ ନିଆଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏତେ ସଂଖ୍ୟକ ହାତୀକୁ ଦେଖି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.