ମୁମ୍ବାଇ ଏୟାରପୋର୍ଟରେ ଆୟୁଷ୍ମାନ ଖୁରାନା , ସେପଟେ ୨ ପୁଅ ସହିତ ପିତା ରଣଧୀର କପୁରଙ୍କ ଘର ପାର୍ଶ୍ବରେ ନଜର ଆସିଛନ୍ତି କରୀନା

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନା । ପ୍ରାୟ ୨ ମାସ ପରେ ଘରକୁ ଫେରିଛନ୍ତି ଆୟୁଷ୍ମାନ । ସେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ନିଜ ଆଗାମୀ ଫିଲ୍ମ ‘Doctor G’ର ସୁଟିଂ ଶେଷ କରି ଘରକୁ ଫେରିଛନ୍ତି । ସେପଟେ କରୀନା କପୁର ଖାନ ନିଜ ୨ ପୁଅ ସହିତ ପିତା ରଣଧୀର କୁପରଙ୍କ ଘର ବାହାର ପାର୍ଶ୍ବରେ ନଜର ଆସିଛନ୍ତି । ପାପାରାଜିଙ୍କ କ୍ୟାମେରାରେ କରୀନାଙ୍କ ଭଉଣୀ ତଥା ବଲିଉଡ଼ ଅଭିନେତ୍ରୀ କରିସ୍ମା କପୁରଙ୍କୁ ମଧ୍ୟ ଏକ କାଜୁଆଲ ଟି-ସାର୍ଟ ଓ ଜିନ୍ସରେ ନଜର ଆସିଛନ୍ତି ।

Leave A Reply

Your email address will not be published.