ପାକିସ୍ତାନରେ ଭୟଙ୍କର ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି, ପ୍ରାୟ ୩୦୦ ଆହତ

ସଲାମବାଦ:ସକାଳୁ ସକାଳୁ ଥରିଲା ପାକିସ୍ତାନ । ପାକିସ୍ତାନର ହର୍ନେଇ ଅଞ୍ଚଳରେ ଆଜି ଭୟଙ୍କର ଭୂମିକମ୍ପ ହୋଇଛି । ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି । ପାକିସ୍ତାନରେ ଭୟଙ୍କର ଭୂମିକମ୍ପ । ଆଜି(ଗୁରୁବାର) ସକାଳୁ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦ ଲୋକେ ଆହତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.