ପୁଣିଥରେ ଦର୍ଶକ ପରଦାରେ ଦେଖିବେ ସୁପରହିଟ୍ ଯୋଡ଼ି ଅସଦ-ଜୋୟାଙ୍କ ସିଜଲିଂ କେମେଷ୍ଟ୍ରି

ଖୁବ୍ ଶୀଘ୍ର କରଣ ଫେରୁଛନ୍ତି ନିଜର ସୁପରହିଟ୍ ସିରିଏଲ କୁବୁଲ୍ ହେର ସିକ୍ୱେଲ ସହ। ପୁଣିଥରେ ଦର୍ଶକ ପରଦାରେ ଦେଖିବେ ସୁପରହିଟ୍ ଯୋଡ଼ି ଅସଦ-ଜୋୟାଙ୍କ ସିଜଲିଂ କେମେଷ୍ଟ୍ରି ।କରଣ ନିଜ ଅଭିନୟ କ୍ୟାରିୟର ଅପେକ୍ଷା ନିଜ ପର୍ସନଲ ଲାଇଫ୍ ବା ଲଭ ଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି ବଲିଉଡର ସୁପର ହଟ୍ ଦିଭା ବିପାଶାଙ୍କ ସହ ବିବାହ ପୂର୍ବରୁ କରଣଙ୍କ ରହିଛି ବହୁତ ଅଫେୟର୍। ବିପାଶା ହେଉଛନ୍ତି କରଣଙ୍କ ତୃତୀୟ ପତ୍ନି । ଏହା ପୂର୍ବରୁ ୨୦୦୮ରେ କରଣ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ । କୁହାଯାଏ ଯେ ଶର୍ଦ୍ଧା କରଣଙ୍କର ଅନ୍ୟ ଏକ ଅଫେୟାର୍ ବିଷୟରେ ଜାଣିଦେଇଥିଲେ । ସେତେବେଳେ ରିଆଲିଟି ଶୋ ଝରକ ଦିଖଲାଜାର କୋରିଓଗ୍ରାଫର ନିକୋଲଙ୍କ ସହ କରଣଙ୍କ ଅଫେୟର୍ ଥିବା ଚର୍ଚ୍ଚା ହେଉଥିଲା। ୨୦୦୯ରେ ଉଭୟ ଅଲଗା ହୋଇଯାଇଥିଲେ।କରଣ ନିଜ ଅଭିନୟ କ୍ୟାରିୟର ଅପେକ୍ଷା ନିଜ ପର୍ସନଲ ଲାଇଫ୍ ବା ଲଭ ଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି ବଲିଉଡର ସୁପର ହଟ୍ ଦିଭା ବିପାଶାଙ୍କ ସହ ବିବାହ ପୂର୍ବରୁ କରଣଙ୍କ ରହିଛି ବହୁତ ଅଫେୟର୍। ବିପାଶା ହେଉଛନ୍ତି କରଣଙ୍କ ତୃତୀୟ ପତ୍ନି । ଏହା ପୂର୍ବରୁ ୨୦୦୮ରେ କରଣ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ । କୁହାଯାଏ ଯେ ଶର୍ଦ୍ଧା କରଣଙ୍କର ଅନ୍ୟ ଏକ ଅଫେୟାର୍ ବିଷୟରେ ଜାଣିଦେଇଥିଲେ । ସେତେବେଳେ ରିଆଲିଟି ଶୋ ଝରକ ଦିଖଲାଜାର କୋରିଓଗ୍ରାଫର ନିକୋଲଙ୍କ ସହ କରଣଙ୍କ ଅଫେୟର୍ ଥିବା ଚର୍ଚ୍ଚା ହେଉଥିଲା। ୨୦୦୯ରେ ଉଭୟ ଅଲଗା ହୋଇଯାଇଥିଲେ।

Leave A Reply

Your email address will not be published.