ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା

ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ବିବାହ ପ୍ରଲୋଭନ ଦେଖାଇ ପ୍ରେମ ଓ ପ୍ରାତରଣା କିରିଥିବା ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା । ୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି । ଲିଭ୍-ଇନ ରେ ରହୁଥିଲେ ରାଣୀ ଓ ତାଙ୍କ ପୁରୁଷ ବନ୍ଧୁ । ପୁରୁଷ ବନ୍ଧୁ ବିବାହ କରୁଥିବା ଜାଣି ସେ ଥାନାରେ ଏତଲା ଦେଇଛନ୍ତି । ପୁରୁଷ ବନ୍ଧୁଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି ରାଣୀ ପଣ୍ଡା ।

Leave A Reply

Your email address will not be published.