୩ କେଜି ବ୍ରାଉନସୁଗାର ଜବତ: ଜଣଙ୍କୁ ଗିରଫ, ଦୁଇ ଅଟକ

ପୁରୀ:  ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ।  ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ ଏବଂ  ଅନ୍ୟ ଦୁଇ ଜଣଙ୍କୁ ଅଟକ ଅଖିଛି ବାସେଳିସାହି ଥାନା ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ । 

ବିପୁଳ ପରିମାଣର ବ୍ରାଉନସୁଗାର ଜବତ ନେଇ ପୁରୀ SP ସୂଚନା ଦେଇଛନ୍ତି।

Leave A Reply

Your email address will not be published.