ଆଜି ଦିଲ୍ଲୀ କ୍ୟାପିଟାଲ୍ସ – ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ

ନୂଆଦିଲ୍ଲୀ: ଆଇପିଲରେ ଆଜି ଏକ ଜୋରଦାର ମ୍ୟାଚ ଦେଖିବାକୁ ମିଳିପାରେ। ଟପ୍ ୪ରେ ରହିବା ପାଇଁ ଦୁଇ ଟିମ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ଖୁବ୍ ଜୋରଦାର ପ୍ରାଟିସ କରିଛି। ଦିଲ୍ଲୀ ୯ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିଛି । ଦଳ ୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି। ସେହିପରି ହାଇଦ୍ରାବାଦ ୯ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିଛି । ଦଳ ୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ (ସମ୍ଭାବ୍ୟ ଏକାଦଶ): ପୃଥୀ ଶ, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ରିଷଭ ପନ୍ତ, ଲଲିତ ଯାଦବ, ରୋଭମାନ ପାୱେଲ, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମୁସ୍ତଫିଜୁର ରେହମାନ, ଚେତନ ସାକରିଆ

ସନରାଇଜର୍ସ ହାଇଦ୍ରାବାଦ (ସମ୍ଭାବ୍ୟ ଏକାଦଶ) : ଅଭିଷେକ ଶର୍ମା, କେନ୍ ୱିଲିୟମସନ, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ, ନିକୋଲାସ ପୁରାନ, ଶଶାଙ୍କ ସିଂ, ଜେ ସୁଚିଥ / ଶ୍ରେୟାସ ଗୋପାଳ, ଭୁବନେଶ୍ୱର କୁମାର, ମାର୍କୋ ଜାନସେନ୍, ଉମ୍ରାନ ମଲିକ, ଟି ନଟାରାଜନ

Leave A Reply

Your email address will not be published.