ଏହି କାରଣରୁ ଆଜିକାଲିର ଯୁବପିଢିଙ୍କ ଠାରେ ଦେଖାଯାଉଛି ସ୍ମରଣ ଶକ୍ତିର ଅଭାବ

ଗୋଟିଏ ନିର୍ଦିଷ୍ଟ ବୟସ ପରେ ଆମେ କିଛଟା କାମକୁ କରିବା ପାଇଁ ଭୁଲି ଯାଇଥାଉ L ଏହାକୁ ଆମେ ବୟସ ବଢିବା ସହ ସ୍ମୃତି ହୀନତା ର କାରଣ ଭାବି ଥାଉ L କିନ୍ତୁ ଆଧୁନିକ ଜୀବନ ଶୈଳୀ ରେ ଯୁବା ପିଢ଼ି ଙ୍କ ନିକଟରେ ମେମୋରୀ ଲସ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି L ଏଥିରେ ଖରାପ ଲାଇଫ ଷ୍ଟାଇଲ ମୁଖ୍ୟ କାରଣ ଅଟେ L ଗୋଟିଏ ଗବେଷଣା ଅନୁସାରେ ଏହାକୁ ସାଧାରଣ ସମସ୍ୟା ଭାବରେ ଗ୍ରହଣ କରାଯାଉ ନାହିଁ L ଆସନ୍ତୁ ଆଜି ଜାଣିବା କେଉଁସବୁ ସମସ୍ୟା ଯୁବପିଢ଼ି ଙ୍କ ମଧ୍ୟରେ ମେମୋରୀ ଲସ ର କାରଣ ହୋଇଥାଏ L

ମାନସିକ ଉତେଜନା :

ଆଧୁନିକ ଜୀବନ ଶୈଳୀ ରେ ଉତେଜନା ଓ ଚାପ ଖୁବ ସାଧାରଣ ହୋଇ ଯାଇଛି L ଏହି କାରଣରୁ ଯୁବକ ମାନଙ୍କ ନିକଟରେ ଚାପ ବୃଦ୍ଧି ହୋଇ ମେମୋରୀ ଲସ ସମସ୍ୟା ଦେଖା ଦେଉଛି L

ଅନିୟମିତତା ଓ ଅସନ୍ତୁଳିତ ଆହାର :

ବ୍ୟସ୍ତ ବହୁଳ ଜୀବନ ଶୈଳୀ କାରଣରୁ ଯୁବପିଢ଼ି ଅନିୟମିତ ଓ ଆସନ୍ତୁଳିତ ଆହାର ସେବନ କରୁଛନ୍ତି L ଏପରି ସ୍ଥତି ରେ ସେମାନେ ଆବଶ୍ୟକ ପୋଷକ ତତ୍ୱର କମି କାରଣରୁ ମେମୋରି ଲସ ଅସୁବିଧା ର ସମୁଖୀନ ହେଉଛନ୍ତି L

ନିଦ୍ରା ହୀନତା :

ଯୁବକ ମାନଙ୍କ ନିକଟରେ ନିଦ୍ରା ହୀନତା ସାଧାରଣ କଥା ହୋଇ ଗଲାଣି L ପର୍ଯ୍ୟାପ୍ତ ମାତ୍ରାର ନିଦ ନହେଉ ଥିବା କାରଣରୁ ଯୁବକ ମାନେ ନିଦ୍ରା ହୀନତା ର ଶିକାର ହେଉଛନ୍ତି L

ନିଶା ସେବନ :

ଆଜିର ଯୁବପିଢ଼ି ନିଶା ସେବନ କୁ ଗୋଟିଏ ସ୍ଟାଟସ ସିମ୍ବଲ ରେ ଯୋଡି ବିପଥ ଗାମୀ ହୋଇ ଯାଉଛନ୍ତି L ପ୍ରାରମ୍ଭିକ ସ୍ଥିତି ରେ ଏହାର ପ୍ରଭାବ ଜଣାପଡି ନଥାଏ , କିନ୍ତୁ ଧୀରେ ଧୀରେ ମସ୍ତିଷ୍କ ରେ ଡ଼ପାମଇନ ନାମକ ନ୍ୟୁଟ୍ରିଏଣ୍ଟସ ର ସ୍ରୋତ କମିବାରେ ଲାଗିଥାଏ L ଡ଼ପାମଇନ ର ମୁଖ୍ୟ କାର୍ଯ୍ୟ ହେଉଛି ଶରୀର ର କାର୍ଯ୍ୟ କୁ ଠିକ ଭାବରେ ପରିଚାଳିତ କରିବା L ଅତ୍ୟଧିକ ମଦ୍ୟ ପାନ ଓ ସିଗାରେଟ ସେବନ ଡ଼ପାମଇନ ନିର୍ଗତ ଉପରେ ବାଧା ଆଣିଥାଏ , ଯାହାକି ମେମୋରୀ ଲସ ର କାରଣ L

ମୋବାଇଲ ଅଧିକ ବ୍ୟବହାର :

କମ୍ପୁଟର ଓ ମୋବାଇଲ ର ଅଧିକ ପ୍ରୟୋଗ ମଧ୍ୟ ମେମୋରୀ ଲସ ର କାରଣ ହୋଇଥାଏ L ଏଥିରୁ ବାହାରୁ ଥିବା, ରେଜ ବ୍ରେନ ର ସିଷ୍ଟମ କୁ ବିଗାଡି ଥାଏ L ଏହି କାରଣରୁ ମେଲୋଟନୀନ ନାମକ ନ୍ୟୁରୋ ଟ୍ରାନ୍ସ ମିଟର ସ୍ରାବ କମ ହୋଇଥାଏ L ଯେଉଁ କାରଣରୁ ନଦ୍ର ହୀନତା ବୃଦ୍ଧି ହୋଇଥାଏ ଓ ମେମୋରୀ ଲସ ହୋଇଥାଏ L

ଜଙ୍କ ଫୁଡ ଦାୟୀ :

ଜଙ୍କ ଫୁଡ ବିଶେଷ ଭାବେ ଖୁବ କେମିକାଲ ଯୁକ୍ତ ହୋଇଥାଏ L ବିଶେଷ ଭାବରେ ଭିଟାମିନ , ମିନେରାଲ୍ସ , ଆଣ୍ଟି ଅକ୍ସିଡାଣ୍ଟ୍ , ଭଳିଅନେକ ପୋଷାକ ତତ୍ୱ ନଥାଏ L ଏଭଳି ପୋଷାକ ତତ୍ୱର କମି କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ସହିତ ମେମୋରୀ ଲସ ଗୋଟିଏ କାରଣ L ଫାଷ୍ଟ ଫୁଡ ରେ ଅଧିକ ଚିନି , ତୈଳ ଓ ଅନେକ ଫ୍ୟାଟ ବୃଦ୍ଧି ଜିନିଷ ମଧ୍ୟ ମିଳି Navତ ହୋଇଥାଏ L

Leave A Reply

Your email address will not be published.