Browsing Tag

Union Ministry of Health

କରୋନା ପଜିଟିଭ ଥିଲେ ଜରୁରୀ ଅପରେସନ ହୋଇପାରିବ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇ ପାରିବ । ଅପରେସନ ଆବଶ୍ୟକ ଥିବା ରୋଗୀଙ୍କୁ ମନା କରାଯାଇ ପାରିବ ନାହିଁ ।