ଦିଲ୍ଲୀ କ୍ୟାପିଟାଲ୍ସ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ : ଆଗାମୀ ଆଇପିଏଲ୍ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚିତ କରିଛି। ଜର୍ସିରେ ପୁରୁଣା ଶେଡ୍ ରହିଥିବା ବେଳେ ଚଳିତ ଥର ଫ୍ରାଞ୍ଚାଇଜ୍ ଲାଲ୍ ଓ ନୀଳ ରଙ୍ଗର କମ୍ବନେଶନ୍ ମଧ୍ୟ ସାମିଲ କରାଯାଇଛି।

ନୂଆଦିଲ୍ଲୀର ନୂଆ ଜର୍ସି ନାମରେ ଶନିବାର ଉନ୍ମୋଚିତ ହୋଇଥିବା ନୂଆ ଜର୍ସି ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍‌ର କେତେଜଣ ମନୋନୀତ ଫ୍ୟାନ୍‌ଙ୍କୁ ଟିମ୍‌ର ହୋମ୍ ଗ୍ରାଉଣ୍ଡ୍ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ପ୍ରଦାନ କରାଯାଇଥିବା ଫ୍ରାଞ୍ଚାଇଜ୍ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହା ବ୍ୟତୀତ ସହରର କେତେକ ପିଲାଙ୍କୁ ମଧ୍ୟ ଏହି ଜର୍ସି ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.