ଲୋକସଭା ନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଧାନସଭା ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ । ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି ଶରତ ପଟ୍ଟନାୟକ । ସେହିପରି ୮ଟି ଲୋକସଭା ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ବିଧାନସଭା ଆସନ:

ପଦ୍ମପୁର- ଟଙ୍କଧର ସାହୁ

ବିଜେପୁର- କିଶୋର ଦଫାଦାର

ବରଗଡ଼- ନିପନ ଦାସ

ଭଟଲୀ- ବ୍ରହ୍ମା ମହାକୁଡ଼

ବ୍ରଜରାଜନଗର- କିଶୋର ପଟେଲ

ତଳସରା- ପ୍ରବୋଧ ତିର୍କୀ

ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ

ରଘୁନାଥପାଲୀ- ଗୋପାଳ ଦାସ

ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ

ରାଜଗାଙ୍ଗପୁର- ରାଜନ ଏକ୍କା

ଲୋଇସିଂହା- ଓମ୍‌ ପ୍ରକାଶ କୁମ୍ଭାର

ପାଟଣାଗଡ଼- ଅନୀଲ ମେହେର

ବଲାଙ୍ଗିର- ସମରେନ୍ଦ୍ର ମିଶ୍ର

କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା

ଉମରକୋଟ- ସନରାଜ ଗଣ୍ଡ

ଝରିଗାଁ- ହାରାବତୀ ଗଣ୍ଡ

ନବରଙ୍ଗପୁର- ଦିଲୀପ ପ୍ରଧାନୀ

ଡାବୁଗାଁ- ଲିପିକା ମାଝୀ

ଲାଞ୍ଜିଗଡ଼- ବଳଭଦ୍ର ମାଝୀ

ଜୁନାଗଡ଼- ତୁଳେଶ୍ବର ନାଏକ

ଧର୍ମଗଡ଼- ରଶ୍ମୀରେଖା ରାଉତ

ଭବାନୀପାଟଣା- ସାଗର ଦାସ

ନର୍ଲା- ଭକ୍ତ ଚରଣ ଦାସ

ବାଲିଗୁଡ଼ା- ସୁରଦ ପ୍ରଧାନ

ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ

ଫୁଲବାଣୀ- ପ୍ରତିଭା କହଁର

କଣ୍ଟାମାଳ- ମନୋଜ ଆଚାର୍ଯ୍ୟ

ବୌଦ୍ଧ- ନବ ମିଶ୍ର

ଭଂଜନଗର- ପ୍ରଶାନ୍ତ ବିଷୋୟୀ

ପୋଲସରା- ଅଗସ୍ତୀ ବରଦା

କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ

ସୋରଡ଼ା- ହରିକ୍ରିଷ୍ଣା ରଥ

ସାନଖେମୁଣ୍ଡି- ରମେଶ ଜେନା

ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ

ମୋହନା- ଦାଶରଥୀ ଗମାଙ୍ଗ

ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ

ଗୁଣପୁର- ସତ୍ୟଜିତ ଗମାଙ୍ଗ,

ବିଷମକଟକ- ନୀଳମାଧବ ହିକକା

ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା

ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା

କୋଟପାଡ଼- ଅନାମ ଦିଆନ

ଜୟପୁର- ତାରା ବାହିନୀପତି

କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ

ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ

ମାଲକାନଗିରି- ମାଲା ମାଢ଼ୀ

ଚିତ୍ରକୋଣ୍ଡା- ମଙ୍ଗୁ ଖିଲ

ଲୋକସଭା ଆସନ:

ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ

ବଲାଙ୍ଗୀର- ମନୋଜ ମିଶ୍ର

କଳାହାଣ୍ଡି- ଦ୍ରୌପଦୀ ମାଝୀ

ନବରଙ୍ଗପୁର- ଭୁଜବଳ ମାଝୀ

କନ୍ଧମାଳ- ଅମୀର ଚନ୍ଦ୍ର ନାୟକ

ବ୍ରହ୍ମପୁର- ରଶ୍ମୀ ରଞ୍ଜନ ପଟ୍ଟନାୟକ

କୋରାପୁଟ- ସପ୍ତଗିରି ଉଲ୍ଲାକା

Leave A Reply

Your email address will not be published.