୪ ଚକିଆ ଗାଡ଼ିରେ କଳା କାଚ ଲାଗିଲେ ୫୦୦ ଟଙ୍କା ତଣ୍ଡ -ACP

ଭୁବନେଶ୍ବର : ୪ ଚକିଆ ଗାଡ଼ିରେ ଲାଗିବନି କଳା କାଚ । କଳା କାଚ ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସର ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ । ଏପର୍ଯ୍ୟନ୍ତ ୫୧ଟି ଗାଡ଼ିରୁ ଜରିମାନା ଆଦାୟ ହୋଇଛି ।

ଆଗକୁ ଆହୁରି ଜୋରଦାର କଡ଼ାକଡ଼ି ହେବ । ଏହି ସୂଚନା ଦେଇଛନ୍ତି ଟ୍ରାଫିକ ACP ସ୍ୱସ୍ତିକ ପଣ୍ଡା । ବାରମ୍ବାର ନିୟମ ଭାଙ୍ଗିଲେ ଗାଡ଼ି ସିଜ୍‌ ହେବ ।

Leave A Reply

Your email address will not be published.