ଏସସିବିରେ ନର୍ସିଂ ସ୍କୁଲ ଛାତ୍ରୀଙ୍କ ବିରାଟ ଶୋଭାଯାତ୍ରା

ଆଜି ଅନ୍ତର୍ଜାତୀୟ ସେବିକା ଦିବସ

କଟକ : କଟକ ଏସସିବି ପରିସରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ। ଫ୍ଲୋରେନ୍ସ ନାଇଟାଙ୍ଗଲଙ୍କ ଜୟନ୍ତୀକୁ ସେବିକା ଦିବସ ଭାବେ ପାଳନ କରାଯାଏ।

ଆଜି ଏସସିବିର ନର୍ସିଂ ସ୍କୁଲର ଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ମେଡିକାଲ ପରିଦର୍ଶନ କରିବା ସହିତ ଏକ ସଭାର ଆୟୋଜନ କରିଥିଲେ।

Leave A Reply

Your email address will not be published.