ଭିଜିଲାନ୍ସ ଜାଲରେ RMC କର୍ମଚାରୀ

ଯାଜପୁର : ଯାଜପୁର ଆରଏମ୍ସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ଼। ଯାଜପୁର ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ବରପୁରସ୍ଥିତ ଗୟାଧର ସାହୁଙ୍କ ନିଜ ବାସଭବନ ଏବଂ ଭଡା  ଦିଆଯାଇଥିବା ଘରେ ଚାଲିଛି ଭିଜିଲାନ୍ସ ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ରେଡ୍ ଚାଲିଥିବା ଜଣାପଡିଛି ।  

ଗୟାଧର ସାହୁ ଯାଜପୁର  ଆରଏମସିର  ମାର୍କେଟ ସରକାର ଭାବେ କାର୍ଯ୍ୟ କରୁଛନ୍ତି ।  ତାଙ୍କ ନାମରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିବା ବେଳେ କୋର୍ଟର ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ରେଡ ଜାରି ରହିଛି।

Leave A Reply

Your email address will not be published.