ଶୋଇଥିବା ଅବସ୍ଥାରେ ଆକ୍ରମଣ: ସ୍ଵାମୀଙ୍କୁ ହତ୍ୟା, ସ୍ତ୍ରୀ ଓ ପିଲା ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କୁ ହତ୍ୟା। ଭୁବନେଶ୍ୱରର ପିଏମଜି ଅଫିସ୍‌ ସମ୍ମୁଖରେ ହତ୍ୟା।  ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ସ୍ଵାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥାରେ ଆକ୍ରମଣ କରିଥିବା ସୂଚନା।

ଆହତ ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲାକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡିଥିଲା ମୃତଦେହ। ସୂଚନା ପାଇ ଖାରବେଳ ନଗର ଥାନା ପୋଲିସ ପହ ତଦନ୍ତ କରୁଛି ।

Leave A Reply

Your email address will not be published.