ଦନ୍ତା ଆକ୍ରମଣରେ ୬ ଯବାନ ଆହତ

ଭୁବନେଶ୍ୱର: ଭୁବନେଶ୍ବରେ ଚନ୍ଦକା ଏସଓଜି ଟ୍ରେନିଂ ସେଣ୍ଟରରେ ଅଘଟଣ । ଗତକାଲି ରାତିରେ କମ୍ବିଂ ଅପରେସନ ଟ୍ରେନିଂ ବେଳେ ଯବାନଙ୍କୁ ଦଳିଦେଲା ଦନ୍ତା।  ହାତୀ ଆକ୍ରମଣରେ 6 ଆହତ ହୋଇଥିବା ମଧ୍ୟ ଖବର ଆସିଛି ।

ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଟ୍ରେନିଂ ସେଣ୍ଟରରେ କିଭଳି ହାତୀ ଆସିଲା । ଦନ୍ତାକୁ କାବୁ କରାଯାଇଛି କି ନାହିଁ ତାହା ଜଣାପଡିନାହିଁ ।  

Leave A Reply

Your email address will not be published.