ଧାମନଗରରେ ବିଜେଡି ବାଜିମାତ

ନିବେଦିତା ଜେନା ଅଧ୍ୟକ୍ଷ

ଧାମନଗର: ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି । ୧୧ଟି ୱାର୍ଡ଼ରୁ ୯ଟି ୱାର୍ଡ଼ରେ ବିଜେଡ଼ି କାଉନସିଲର ବିଜୟୀ ହୋଇଛନ୍ତି । ୨ଟି ୱାର୍ଡରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି । ନିକଟମ ପ୍ରତିଦ୍ୱନ୍ଦୀ ପୁଷ୍ପଶ୍ରୀ ମହାନ୍ତି ବିଜେପି ପ୍ରାର୍ଥୀଙ୍କୁ ୧୦୪୬ ଭୋଟ ପଛରେ ପକାଇ ଅଧ୍ୟକ୍ଷ ପଦ ହତେଇଛନ୍ତି ବିଜେଡିର ନିବେଦିତା ଜେନା।

ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବିଜ୍ଞାପିତ ଅଂଚଳରେ ୧୪୪ ଧାରା ଲାଗିଥିବାରୁ ବିଜୟ ସୁଭାଯାତ୍ରା ଉପରେ ରୋକ ଲାଗିଛି।

Leave A Reply

Your email address will not be published.