ଆରଏମସି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଆରଏମସି ସମ୍ପାଦକ ବନମାଳୀ ନାଏକଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ। ଘରୁ ନଗଦ 2 ଲକ୍ଷ 97 ହଜାର ଟଙ୍କା ସମେତ ସୁନା ଅଳଙ୍କାର ଜବତ କରାଯାଇଛି। ବନମାଳୀ ନାଏକଙ୍କର ଏକକାଳୀନ 5 ଟି ସ୍ଥାନରେ ଚଢ଼ାଉ ।

ସୁନ୍ଦରଗଡ଼ କେନ୍ଦୁପଡା ସ୍ଥିତ 2 ଟି 3 ତାଲା ବିଶିଷ୍ଟ କୋଠା । ସୁନ୍ଦରଗଡ଼ ଡେଙ୍ଗୀଭାଡ଼ି ସ୍ଥିତ କୋଠା । କୁକୁରିଡ଼ିହି ସ୍ଥିତ ପୈତୃକ ଘର । ସରେଇ କେଲା ସ୍ଥିତ ତାଙ୍କର ଶ୍ୱଶୁର ଘରେ ଚାଲିଛି ଚଢ଼ାଉ ।

Leave A Reply

Your email address will not be published.