ପୌର ନିର୍ବାଚନ: ୨୨ରୁ ୨୪ +୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ । ପୂର୍ବରୁ ରାଜ୍ୟରେ ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଓ ଉଚ୍ଚଶିକ୍ଷା ବିଭାଗ ଦ୍ୱରା ଏହି ନିଷ୍ପତି ନିଆଯାଇଥିଲା ।

କଲେଜ ଗୁଡିକରେ ପୋଲିଂ ବୁଥ୍ କରାଯାଉଥିବାରୁ ପିଲାମାନଙ୍କ ପରୀକ୍ଷା ବନ୍ଦ କରାଯାଇଛି। ଏସଇସିଙ୍କ ନିର୍ଦ୍ଦେଶ ପରେ ଆଜି ସବୁ କଲେଜ କୁଳପତି ଓ ଅଧ୍ୟକ୍ଷ ମାନଙ୍କୁ ଚିଠି କରାଯାଇଛି । ପରୀକ୍ଷା ବନ୍ଦ ନେଇ ଚିଠି ଜରିଆରେ ଜଣାଇଲା ଉଚ୍ଚଶିକ୍ଷା ବିଭାଗ ।

Leave A Reply

Your email address will not be published.