କୋହଳ ହେଲା କଟକଣା: ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର : କୋହଳ ହେଲା କଟକଣା । ହଟିଲା ନାଇଟ୍‌ କର୍ଫ୍ୟୁ। ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ହଟିଲା ନାଇଟ୍‌ କର୍ଫ୍ୟୁ। ନାଇଟ୍‌ କର୍ଫ୍ୟୁ ହଟିବା ନେଇ SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୋରନା ସଂକ୍ରମଣକୁ ବୃଦ୍ଧିରେ ଦୃଷ୍ଟି ରଖି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲଗାଯାଇଥିଲା।

Leave A Reply

Your email address will not be published.