ମମିତା ହତ୍ୟାକାଣ୍ଡ: ଅଭିଯୁକ୍ତ ଗୋବିନ୍ଦ କୋର୍ଟରେ ହାଜର

ଟିଟିଲାଗଡ: ବହୁ ଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟରେ ହାଜର କରାଯାଇଛି । ଟିଟିଲାଗଡ ଏସଡିଜେଏମ୍ କୋର୍ଟରେ ହାଜର କରାଇଛି କଳାହାଣ୍ଡି ପୋଲିସ୍ ।

ଘଟଣାକୁ ୪ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ମମିତାଙ୍କୁ ନ୍ୟାୟ ମିଳିନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ବାରମ୍ବାର କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏପର୍ଯ୍ୟନ୍ତ କଳାହାଣ୍ଡି ପୋଲିସ୍ ଚାର୍ଜସିଟ୍ ପ୍ରସ୍ତୁତ କରିପାରିନାହିଁ ।

Leave A Reply

Your email address will not be published.