ନାର୍କୋଟିକ୍‌ ଟାସ୍କ ଫୋର୍ସର ଅଧ୍ୟକ୍ଷ ହେଲେ ବିଦାୟୀ ଡିଜିପି ଅଭୟ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଗଲାକାଲି ଡିଜିପି ଅଭୟ ଅବସର ନେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦାୟୀଡିଜିପି ଅଭୟଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ଅଭୟ ରାଜ୍ୟ ନାର୍କୋଟିକ୍‌ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ନିଯୁକ୍ତ ପାଇଛନ୍ତି । ଏହି ପଦବୀ ମୁଖ୍ୟ ଶାସନ ସଚିବ ରାଙ୍କର ବୋଲି ଜଣାପଡିଛି । ରାଜ୍ୟରେ ଦେଖା ଦେଉଥିବା ବିଭିନ୍ନ ଡ୍ରଗ୍ସ ଜନିତ ସମସ୍ୟାର ମୁକାବିଲା କରିବାରେ ଏହି ଟାସ୍କ ଫୋର୍ସ କାମ କରିବ ।

Leave A Reply

Your email address will not be published.