ଭୁବନେଶ୍ୱର,(ଏସ୍ଏନ୍ୟୁଜ):ସିବିଆଇ ଜାଲରେ ରେଲଓ୍ୱେ ଅଫିସର୍ । ଆୟ ବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ରେଲ୍ଓ୍ୱେ ବିଭାଗର ସିନିଅର ଟ୍ରାଭେଲିଂ ଅଫିସରଙ୍କ ଘରେ ଚଢ଼ାଉ କରିଛି । ଭୁବନେଶ୍ୱରର କୋଳଥିଆ ଅଞ୍ଚଳରେ ସିବିଆଇ ପକ୍ଷରୁ ଏହି ରେଡ୍ କରାଯାଇଛି । ଅଫିସରଙ୍କ ଭୁବନେଶ୍ୱର କୋଳଥିଆସ୍ଥିତ ବାସଭବନ ସମେତ ତାଙ୍କ ଅଫିସରେ ମଧ୍ୟ ଚଢ଼ଉ କରାଯାଇଛି ।