ଆଇଟିଡିଏର କୋଟିପତି ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ନିଲମ୍ବିତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଶେଷରେ ଲୋଭ ହେଲା କାଳ । ଅତି ଲୋଭରୁ ସର୍ବନାଶ । ଏହି ପରିପ୍ରେକ୍ଷୀରେ ଆୟ ବହିର୍ଭୁତ ସମ୍ପତିି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିବା ବାରିପଦା ଆଇଟିଡିଏର କୋଟିପତି ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିଲମ୍ବିତ ହେବା ପରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହେବା ପରେ ଜାମିନ ନାମଞ୍ଜୁର ହେବାରୁ ଭୁବନେଶର ଜେଲରେ ଅଛନ୍ତି ।

Leave A Reply

Your email address will not be published.