ରାଜଧାନୀରେ ଦନ୍ତା

କଲୋନୀରେ ପଶିଲା, ପାଚେରୀ ଭାଙ୍ଗିଲା

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ପୁଣି ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ବରର ଖଣ୍ଡଗିରିସ୍ଥିତ ଭରତପୁର ଜିଏ କଲୋନୀରେ ଦନ୍ତାହାତୀ ପଶିଯାଇଥିବା ସୂଚନା ମିଳିଛି । କରୋନୀରେ ଥିବା ଏକ ଘର ପରିସରକୁ ଏକ ଦନ୍ତାହାତୀ ପଶି ପାଚେରୀ ଭାଙ୍ଗିବା ସହ ଏକ କଦଳୀଗଛକୁ ଦଳିଦେଇଛି । ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.