କଟକରେ ଅଘଟଣ: ସାତ ମାସର ଶିଶୁଙ୍କୁ ହତ୍ୟା କରି ମାଆର ଆତ୍ମହତ୍ୟା

କଟକ: କଟକରେ ଅଭାବନୀୟ ଘଟଣା । ଗୋଟିଏ ଘରୁ ମିଳିଲା ଦୁଇଟି ମୃତଦେହ । କଟକ ବିଡାନାସି ଶେଲଟର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ସାତ ମାସର ଶିଶୁକୁ ମାରି ମାଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ସାତ ମାସର ଶିଶୁ କନ୍ୟାକୁ ହତ୍ୟା କରି ମାଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.