ମୁଣ୍ଡରେ ବନ୍ଧୁକ ଲଗେଇ ଲୁଟିଲେ ଲକ୍ଷାଧିକ ଟଙ୍କା

ବାରିପଦା ,(ଏସ୍‌ଏନ୍ୟୁଜ):ଆଜି ରାତି ପ୍ରାୟ ସାଢ଼େ ଆଠଟାରୁ କିଛି ସମୟ ପୂର୍ବରୁ ବାରିପଦାର ଜଣାଶୁଣା ବ୍ୟବସାୟୀ ଖଣ୍ଡେଲୱାଲଙ୍କଠାରୁ ଲୁଟ ହୋଇଥିବା ଜଣାପଡ଼ିଛି । କିଛି ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.