ଆଜିଠାରୁ ପରିବର୍ତ୍ତିତ ‌ସମୟରେ ଚାଲିବ ସ୍ୱତନ୍ତ୍ର ‌ଟ୍ରେନ୍‌

ଭୁବ‌ନେଶ୍ୱର ,(ଏସ୍‌ଏନ୍ୟୁଜ): ପୂର୍ବତଟ ରେଳପଥ ମଧ୍ୟରୁ ଛାଡ଼ୁଥିବା ୨୦ଟି ସ୍ବତନ୍ତ୍ର ଟ୍ରେନ୍‌ର ସମୟରେ ପରିବର୍ତନ କରାଯାଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ‌ଏକ୍ସପ୍ରେସ୍‌, ବିଶାଖାପାଟଣା-ନୂଆଦିଲ୍ଲୀ ଏପି ଏକ୍ସପ୍ରେସ୍‌, ଭୁବନେଶ୍ବର-ହାଓଡା ଜନଶତାବ୍ଦୀ ଏକ୍ସପ୍ରେସ୍‌, ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଟାଟା, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଆଦ୍ରା, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଅନୁଗୁଳ ଓ ରାଉରକେଲା, ପୁରୀ-ଦୁର୍ଗ ଏକ୍ସପ୍ରେସ୍‌, ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍‌ ଭାୟା ଅନୁଗୁଳ, ବିଶାଖାପାଟଣା-କୋରବା, ପୁରୀ-ଅହମ୍ମଦାବାଦ ଏକ୍ସ‌ପ୍ରେସ୍‌ ଭାୟା ବିଜୟନଗରମ୍‌ ଓ ଟିଟିଲାଗଡ଼, ପୁରୀ-ଓକା ଏକ୍ସପ୍ରେସ୍‌, ପୁରୀ-ନନ୍ଦବିହାର ସ୍ବତନ୍ତ୍ର ଟ୍ରେନ୍‌ ଭାୟା ଆଦ୍ରା, ପୁରୀ-ଆନନ୍ଦବିହାର ‌ସ୍ବତନ୍ତ୍ର ଟ୍ରେନ୍‌ ଭାୟା ଟାଟା, ଭୁବନେଶ୍ବର-ବାଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‌, ଭୁବନେଶ୍ବର-ଆନନ୍ଦବିହାର ସ୍ବତନ୍ତ୍ର ଟ୍ରେନ୍‌ ଭାୟା ଢେଙ୍କାନାଳ, ଭୁବନେଶ୍ବର-ଆନନ୍ଦବିହାର ସ୍ବତନ୍ତ୍ର ଟ୍ରେନ୍‌ ଭାୟା ଆଦ୍ରା, ସମ୍ବଲପୁର-ରାୟଗଡ଼ା ସ୍ବତନ୍ତ୍ର ଟ୍ରେନ୍‌।

Leave A Reply

Your email address will not be published.