ମହାବିଦ୍ୟାଳୟ ଅଧକ୍ଷ୍ୟାଙ୍କ ଆତ୍ମହତ୍ୟା

ବ୍ରହ୍ମଗିରି,(ଏସ୍‌ଏନ୍ୟୁଜ): ସାତପଡ଼ା ପଞ୍ଚାୟତ କନିଷ୍ଠ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧକ୍ଷ୍ୟାଙ୍କ ଆତ୍ମହତ୍ୟା। ଆଜି ମହାବିଦ୍ୟାଳୟ ପରିସର ଭିତରେ ଥିବା ନିଜ କ୍ୱାର୍ଟରରେ ଅଧକ୍ଷ୍ୟା ଭାନୁମତି ପ୍ରଧାନ ଶାଢ଼ୀ ଲଗାଇ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ସାତପଡା ଫାଣ୍ଡି ପୋଲିସ ପହଂଚି ସ୍ଥିତି ଅନୁଧ୍ୟାନ କରୁଛି।

Leave A Reply

Your email address will not be published.