ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କାର ବଜେଟ୍

ପୁରୀ,(ଏସ୍‌ଏନ୍ୟୁଜ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି ଯେ, କରୋନା ଯୋଗୁଁ ଶ୍ରୀମନ୍ଦିରର ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଛି । ସେଥିପାଇଁ ଆୟ ବଢାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍ ମଞ୍ଜୁର ହୋଇଛି। ଶ୍ରୀମନ୍ଦିର ପାଇଁ ଅନଲାଇନ୍ ଡୋନେସନ ଆରମ୍ଭ କରାଯିବ । ଏକ ମାସ ପରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନେଇ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.