ଜଟଣୀରେ ସିରିଜ୍‌ ବୋମା ମାଡ଼: ସ୍ଥାନୀୟ ଲୋକେ ଆତଙ୍କିତ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ଜଟଣୀରେ ସିରିଜ୍‌ ବୋମା ମାଡ଼ । ବାଲିଛକ ମୁଣ୍ଡିଆ ସାହିରେ ୬ଟି ବୋମା ମାଡ଼ ହୋଇଛି । ଜଣେ ଆହତ ହୋଇଥିବା ସୂଚନା ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସନ୍ଦେହ । ବୋମା ପକାଇ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଜଟଣୀ ପୁଲିସ୍‌ର ତଦନ୍ତ ।

Leave A Reply

Your email address will not be published.