ପୁଣି କଡାକଡ ହେବ ଟ୍ରାଫିକ ନିୟମ

ଟ୍ରାଫିକ ନିୟମ ଉଲ୍ଲଂଘନ , କରୁଛନ୍ତି କି ?

ଭୁବନେଶ୍ୱର(ଏସ୍‌ଏନ୍ୟୁଜ): କିଛିଦିନର ନୀରବତା ପରେ ପୁଣି କଡାକଡି ହୋଇଛି ଟ୍ରାଫିିକ ନିୟମ । କରୋନା କଟକଣା ପାଇଁ କିଛି ଦିନ ହେବ ରାଜ୍ୟରେ କଟକଣା ଉପରେ କୋହଳ କରାଯାଇଥିଲା ।

ଟ୍ରାଫିକ ନିୟମ ଉଲ୍ଲଂଘନ , କରୁଛନ୍ତି କି ? ଆଉ ଚଳିବ ନାହିଁ ମନମାନି । ବାତିଲ ହୋଇଯିବ ଆପଣମାନଙ୍କ ଡ୍ରାଇଭିଂ ଲାଇସେନ୍ସ ।୩ ମାସ ଯାଏ ରଦ୍ଧ ହେବ ଡ୍ରାଇଭିଂ ଲାଇସେନ୍ସ ।

ଯଦି ମଦପିଇ କିମ୍ବା ମୋବାଇଲରେ କଥା ହୋଇ ଗାଡି ଚଲାଇବା ଧାର୍ଯ୍ୟ ନିୟମଠାରୁ ଅଧିକ ବେଗରେ ଗାଡିର ବେଗ ବଢ଼ାଇବା, ଓଭରଲୋଡିଂ ଓ ମାଲପରିବହନ ଗାଡିରେ ଯାତ୍ରା ନେବା ଆଣିବା କରୁଛନ୍ତି ତା ହେଲେ ସାବଧାନ ହୋଇଯାଆନ୍ତୁ । ଏନେଇ ପୁଣି କଡା ନିମୟ ଆରମ୍ଭ ହୋଇଛି ।

ଏନେଇ ସବୁ ଜିଲ୍ଲା ପୋଲିସ ଓ ପରିବହନ ବିଭାଗ ଟିମ୍‌ ଯାଚଂ କରିବେ । ସୁପ୍ରିମକୋର୍ଟଙ୍କ ସଡକ ନିରାପତା ଆଇନକୁ ପୁଣି କଡାକଡି ଭାବେ ପାଳନ କରାଯାଇଛି ।

Leave A Reply

Your email address will not be published.