୭ ଦିନରେ ବଢ଼ିଲାଣି ୬ ଥର ତେଲ ଦାମ୍

ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଳା ପେଟ୍ରୋଲ ଓ ଡିଜେଲ ଦାମ୍‌। ଆଜି ସପ୍ତମ ଦିନ ଷଷ୍ଠ ଥର ପାଇଁ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ଦର ୧୦୬ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ସେହିପରି ଡିଜେଲ ୯୫ ଟଙ୍କା ୯୩ ପଇସା ରହିଛି।

ର।ଷ୍ଟ୍ର।ୟତ୍ତ ତୈଳ କମ୍ପ।ନୀଗୁଡିକ ଦ୍ୱ।ର। କ୍ରମ।ଗତ ଭ।ବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କର।ଯ।ଉଥିବ। ଦେଖିବ।କୁ ମିଳୁଛି । ଯ।ହ। ଦ୍ବ।ର। ସ।ଧ।ରଣ ଲୋକ ନ।ହିଁ ନଥିବ।ର ହଇର।ଣ ହେଉଛନ୍ତି । ଦେଶର ବିଭିନ୍ନ ସ୍ଥ।ନରେ ତୈଳଦର ଶହେ ଟପିଥିବ। ବେଳେ କେତେକ ସ୍ଥ।ନରେ ମଧ୍ୟ ୧୧୩ଟଙ୍କ। ଟପି ସ।ରିଲ।ଣି ପେଟ୍ରେ।ଲ ଦର । ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛି ୩୦ ପଇସା ବୃଦ୍ଧି ହୋଇଛି । ଗତକାଲି ନୂଆ ଦିଲ୍ଲୀରେ ପେଟ୍ରେ।ଲ ଦର ୯୯ଟଙ୍କ। ୧୧ପଇସ। ଥିବ। ବେଳେଆଜି ଏହା ବଢ଼ି ୯୯ଟଙ୍କା ୪୧ ପଇସା ହୋଇଛି । ସେହପରି ଡିଜେଲ ଦାମ୍‌ ମଧ୍ୟ ବଢ଼ୁଛି ।

Leave A Reply

Your email address will not be published.