ଅଭିଷେକଙ୍କୁ ପୁଣି ଇଡି ସମନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଆସନ୍ତା ୨୯ରେ ପୁଣି ଥରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ପକ୍ଷରୁ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରାଯାଇଛି । ଇତିପୂର୍ବରୁ ଅଭିଷେକଙ୍କୁ ଚଳିତମାସ ୧୧ରେ ଇଡିଙ୍କ ପକ୍ଷରୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଥିଲା ।

Leave A Reply

Your email address will not be published.