ସର୍ବନିମ୍ନ ତାପମାତ୍ରାକୁ ଖାତିର ନକରି ୨୫ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ ଚାଷୀ ଆଇନ୍ ବିରୋଧରେ ଆର ପାର ଲଢେଇ ଜାରି ରଖିଛନ୍ତି ଚାଷୀ । ହକ୍ ପାଇଁ ୨୫ ଦିନ ଧରି ଚାଲିଛି ଆନ୍ଦୋଳନ । ନୂଆ କୃଷି ଆଇନ୍ ଚାଷୀ ବିରୋଧି । ଏହା ଦ୍ୱାରା କ୍ଷତିରେ ପଡିବେ ଚାଷୀ । ପୂର୍ବପରି ଆଉ ଏମଏସପିରେ ସୁବିଧା ମିଳିବ ନାହିଁ, ମଣ୍ଡି ବ୍ୟବସ୍ଥାରେ ମଧ୍ୟ ଚାଷୀମାନେ ଶୋଷଣ ହେବେ । ବଡ ବଡ ବ୍ୟବସାୟୀମାନେ ଏଥିରେ ଲାଭବାନ ହେବେ । ଏଭଳି ଅଭିଯୋଗ ଆଣି ନୂଆ କୃଷି ଆଇନ୍ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଲକ୍ଷ ଲକ୍ଷ ଚାଷୀ ।

Leave A Reply

Your email address will not be published.