ସରକାରଙ୍କ ବଡ଼ ଘୋଷଣା, ସମସ୍ତ ସହରାଞ୍ଚଳରେ ଶନି, ରବି ସଟଡାଉନ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ରାଜ୍ୟକୁ ପୁଣି ଫେରିଲା ସଟଡାଉନ । ଦ୍ୱିତୀୟ ପର୍ଯ୍ୟାୟ କରୋନା କେସକୁ ପରିଲିଖିତ କରି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ।  ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି  ।

Leave A Reply

Your email address will not be published.